ବରଗଡ :-
ବିଜୁ ଜନତା ଦଳର 25ବର୍ଷ ପୂର୍ତ୍ତି ଉପଲକ୍ଷେ ଚାରା ରୋପଣ କାର୍ଯ୍ୟକ୍ରମ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଯୁବନେତା ଭୋଜରାଜ ସିଂ ବରିହା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗ,ଏନ.ଏ. ସି ଉପାଧକ୍ଷା ଭାରତୀ ପଟ୍ଟନାୟକ,ସମସ୍ତ ୱାର୍ଡମେମ୍ବର, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସମ୍ପାଦକ ଭରତ ପଣ୍ଡା,,ବିଜୁ ଯୁବ ଜନତା ଦଳ ଟାଉନ ସଭାପତି ସୌମ୍ୟ ରଞ୍ଜନ ହୋତା,ମହିଳା ଟାଉନ ସଭାନେତ୍ରୀ ମନୋରମା ମହାପାତ୍ର, ବ୍ଲକ ମହିଳା ସଭାନେତ୍ରୀ ରଜନୀ ସାହୁ,ଛାତ୍ର ଜନତା ଦଳର ବ୍ଲକ ସଭାପତି ଲୋକନାଥ ମେହେର, ନବୁ ଅଗ୍ରୱାଲ,ସରଜୁ ପଟ୍ଟନାୟକ,ଜୟରାମ ମହାପାତ୍ର,ମୌସମ ପାଗଡା,ଅରବିନ୍ଦ ପାଣିଗ୍ରାହୀ,ଆକବର ଅଲ୍ଲୀ ଖାଁ,ଦେବରାଜ ସେଠ,କମଳ ସାହୁ,ଉମେଶ ସାହୁ ଓ ସମସ୍ତ ସଭ୍ୟ ଯୋଗଦେଇ ମହିଳା ମହାବିଦ୍ୟାଳୟ ପାଖ ରାସ୍ତା କଡ଼ରେ ଚାରା ରୋପଣ କରି ଥିଲେ ।ଗଛ ର ମହତ୍ତ୍ଵ ବୁଝାଇଥିଲେ । ଗୋଟିଏ ଗଛ କୋଟିଏ ଜୀବନ ର ମହତ୍ତ୍ଵ ସମ୍ପର୍କରେ ସଚେତନତା କରାଇଥିଲେ |
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

