Type Here to Get Search Results !

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା କମିଟି ଘୋଷଣା


ଉମରକୋଟ :-

ନବରଙ୍ଗପୁର ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା କମିଟି ଘୋଷଣା କରାଯାଇଛି । ବିଜେପି ସଂଖ୍ୟାଲଘୁର ରାଜ୍ୟସଭାପତି ଜନାବ ସିକୋନ୍ଦର ଅଲ୍ଲୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି କାଜମ ମାଦାନୀ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଜିଲ୍ଲା ସଭାପତି ଭାବେ ପବିତ୍ର ଗରଡା. ଉପସଭାପତି ଭାବେ କୁମର ସୌରା.ଏବଂ ଅନ୍ୟ ବ୍ୟକ୍ତି ମଧ୍ୟ ସାମିଲ ଥିଲେ । ଏହି ସମୟରେ ଶ୍ରୀ ମଦାନୀଙ୍କ ସହ ସଂଖ୍ୟାଲଘୁ ସେଲ ର ଜିଲ୍ଲା କମିଟି ହେବା ଦ୍ୱାରା ଜିଲ୍ଲାରେ ବିଜେପିର ସଂଘଠନ ଅଧିକ ମଜଭୁତ ହୋଇପାରିବ ବୋଲି ଶ୍ରୀ ମଦାନୀ କହିଥିଲେ ।



 ଉମରକୋଟ ରୁ ରାଜୁ ସରକାର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.