Type Here to Get Search Results !

ବଲାଙ୍ଗିର ମୁନିସିପାଲଟି ସଫେଇ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ଶିବିର


ବଲାଙ୍ଗିର :-

 ଆଜି ସକାଳ ୮ଟାରୁ ବଲାଙ୍ଗିର ମୁନିସିପାଲଟି ପକ୍ଷରୁ ଏକ ସ୍ଵାସ୍ଥ୍ୟ ଶିବିର କଲେଜ ଛକରେ ଥିବା କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରାଜେନ୍ଦ୍ର ଯୁବକ ସଂଘର ସଂଯୋଜନାରେ ପରିଚାଳିତ ତଥା ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର କର୍ମଚାରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଦିଆଯିବା ସହିତ କିଛି କର୍ମଚାରୀଙ୍କୁ ଅଧିକ ପରିକ୍ଷଣ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲକୁ ପରାମର୍ଶ ପାଇଁ ଯିବାକୁ ଲେଖା ଯାଇଛି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.