Type Here to Get Search Results !

୪୮ତମ ବୀମା କର୍ମଚାରୀ ସଂଘ ବାର୍ଷିକ ସଭା ପାଳିିତ


ଝାରସୁଗୁଡା :-

ଆଜିି ବେହେରାମାଳ ସ୍ଥିତ ଜୀବନଜ୍ୟାେତିି ଭବନ ଠାରେ ବୀମା କର୍ମଚାରୀ ସଂଘର ୪୮ତମ ବାର୍ଷିକ ସାଧାରଣ ସଭା ଅରୁନ ଚଇନିିଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ ହୋଇଯାଇଛିି। ସର୍ବପ୍ରଥମେ ସଂପାଦକ ୧୨ ପୃଷ୍ଠାର ବାର୍ଷିକ ବିିବରଣୀ ଗୃହରେ ପ୍ରସ୍ତୁତ କରିିଥିଲେ। ଅତିଥି ଭାବେ ସମ୍ବଲପୁର ବୀମା କର୍ମଚାରୀ ସଂଘର ସଭାପତିି-ରାଜୀବ ଲୋଚନ ଦାଶ,ସହ ସଂପାଦକ-ଟୁଇନ ଦେ,ଓ କୋଷାଧ୍ୟକ- ବୀର କିିଶୋର ନାୟକ ଯୋଗ ଦେଇଥିଲେ। ଆଲୋଚନାରେ ଗୋପୀନାଥ ମିଶ୍ର,ବଲରାମ ଗୌଡ ,ଚିିରସ୍ମିତ ପ୍ରଧାନ,ଆଶିଷ ଶୁକ୍ଳା,ଶଶୀଭୁଷନ ସା,ଓଡିଶା ବୀମା ପେନସନ ସଂଘରୁ ରତ୍ନାକର ପ୍ରଧାନ,ଏବଂ ବ୍ରାଚଂ ମ୍ୟାନେଜର କହିିଥିଲେ- ସାମ୍ପ୍ରତିିକସମୟରେ ବୀମା ଶିଳ୍ପ ଉପରେ ସରକାରଙ୍କ ଖରାପ ଦୃଷ୍ଟି ପଡିଛିି,IPOଜରିିଆରେ ବୀମା ଶିଳ୍ପକୁ ଘରୋଇକରଣ କରିିବାର ଷଡଯନ୍ତ ଚାଲିଛିି ଏହାକୁ ଲଢେଇ ଦ୍ବାରା ପ୍ରତିିହତ କରିିବାକୁ ପଡିବ ତଥା ନୂତନ ଶ୍ରମ ଆଇନକୁ ବାତିିଳ କରିିବାକୁ ଆଗାମୀ ଦିିନ ଦୁର୍ବାର ଲଢେଇ ହେବାର ଆହ୍ବାନ ଦେଇଥିଲେ । ସଭାରେ ୧ମ ନାଗରିିକ ଦୌପତିି ମୁର୍ମୁକୁ ୧୫ଥମ ରାଷ୍ଟ୍ରପତିି ଉଦ୍ଦେଶ୍ୟରେ ସଂଘ ତରଫରୁ ଅଭିିନନ୍ଦନ ବାର୍ତା ଦିିଆଯାଇଥିଲା। ଆଗାମୀବର୍ଷ ପାଇଁ ସର୍ବସମ୍ମତିି କ୍ରମେ ସଭାପତି-ଅରୁନ ଚଇନିି,ଉପ ସଭାପତିି- ଆଶିଷ ଶୁକ୍ଳା,ସଂପାଦକ- ବେଦବ୍ୟାସ ଭୋଇ, କୋଷାଧ୍ୟକ୍ଷ- ଶଶୀ ଭୁଷନ ସା ଏବଂ ସଭାରେ ଦିିପିକା ,କନକ,ସାବିିତ୍ରୀ,ବରୁନ ପଟେଲ,ନବୀନ କିିଶାନ,ଦୋଲମଣି ଭଇଁଷା,ସୁରେଶ ଭଇଁଷା,ଦୋଲମଣି ଷଣ୍ଡ,ଓ ତୁଲାରାମ ବେହେରା ଉପସ୍ଥିତ ଥି୍ଲେ। ଶେଷରେ ଅଜ୍ଜୁର୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିିଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.