Type Here to Get Search Results !

ଅଜବ ନୀତି, ୨୦ ଟଙ୍କିଆ ଚା ରେ ୫୦ ଟଙ୍କା ଟ୍ୟାକ୍ସ

 


ଭୋପାଳ :-

GST କୁ ନେଇ ଏ ପର୍ଯ୍ୟନ୍ତ ଦେଶରେ ଅସ୍ଥିରତା ଥିବାବେଳେ, ସ୍ପଷ୍ଟ GST ନୀତି ଦେଇ ପାରି ନାହାଁନ୍ତି କେନ୍ଦ୍ର ସରକାର। ଅନ୍ୟ ପଟେ ଏକ ଏଭଳି ଏକ ଘଟଣା ସାମନାକୁ ଆସିଚି ଯାହା ଚକିତ କରିବା ସହ ଦେଶର ଟ୍ୟାକ୍ସ ନୀତି କୁ ତାତ୍ସଲ୍ୟ କରୁଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା।

https://twitter.com/balgovind7777/status/1542199883175587840?t=Z3CBQo6PG_G39qMwAJi4mg&s=19

ବ୍ରନ୍ଦାବନ ଫୁଡ୍ ପ୍ରଡକ୍ଟ ନାମକ IRCTC ର ଏକ କ୍ୟାଟରିଂ ସଂସ୍ଥା ପକ୍ଷରୁ ଭୋପାଳ ରେ ଶତାବ୍ଦୀ ଏକ୍ସପ୍ରେସ ରେ ଖାଦ୍ୟ ଯୋଗାଣ କରିଥାଏ। ତେବେ ଜଣେ ଯାତ୍ରୀ ଏକ କପ୍ ଚା ପିଇବା ପାଇଁ ଚା ଦମ୍ ରୁ ଅଧିକ ଟ୍ୟାକ୍ସ ଦେବା ଫଳରେ ସେ ନିଜ  twitter ରେ ଏହାକୁ ପୋଷ୍ଟ କରିବା ସହ କେନ୍ଦ୍ର ସରକାର ଙ୍କୁ ତାତ୍ସଲ୍ୟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି" ୨୦ ଟଙ୍କା ବାଲା ଚା ରେ ଲାଗିଛି ୫୦ ଟଙ୍କା ଟ୍ୟାକ୍ସ। ସତରେ ଦେଶ ବଦଳିଛି।" ତେବେ ଏଭଳି ଭୁଲ ସେ ପୁଣି IRCTC ର ଏକ କ୍ୟାଟରିଂ ସଂସ୍ଥା ଠାରୁ ଏଭଳି ଆଶା କରିବା ନିରାଶଜନକ। ତେବେ ଏ ନେଇ ରେଳ ବିଭାଗ କିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ତାହା ଆଗକୁ ଦେଖିବା ବାକି ରହିଲା। ବ୍ୟୁରୋ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.