Type Here to Get Search Results !

ଗାଁ ର ପୋଖରୀ ରୁ ପଙ୍କ ଉଧାର କରିବା ପାଇଁ ପ୍ରତିଞା

 

ବ୍ରଜରାଜନଗର :-

ଆଜି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ରାଜପୁର ର ଗାଧୋଇବା ପୋଖରୀ ରୁ ପଙ୍କୋଦ୍ଧାର କରିବା ପାଇଁ ଅମୃତସରୋବର ଯୋଜନା ରୁ ଟ,୯୦୦୦୦୦.୦୦,ନ ଅ ଲକ୍ଷ୍ୟ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ଏହି ଅବସରରେ ରାଜପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସରସ୍ଵତୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇଥିଲେ। ନାଏବ ସରପଞ୍ଚ କୋୖଶଲ୍ୟା ଦେହୁରୀ ଏବଂ ଅନ୍ୟ ସଭ୍ୟ ସଭ୍ୟା ଓ ଗ୍ରାମ ବାସି ଉପସ୍ଥିତି ରେ ପଙ୍କୋଦ୍ଧାର ପାଇଁ ଶୁଭ ଦିଆଯାଇଛି। ଝାରସୁଗୁଡା ବ୍ରଜରାଜନଗରରୁ ରିପୋର୍ଟ ଶୁକଦେବ ରୋହିଦାସଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.