Type Here to Get Search Results !

ବସଷ୍ଟାଣ୍ଡ କୁ ତୁରନ୍ତ କାର୍ଯ୍ୟକ୍ଷମ ଦାବି କଲା ବଲାଙ୍ଗିର ଘରୋଇ ବସ୍ ମାଲିକ ସଂଘ

 

ବଲାଙ୍ଗିର :-

ବଲାଙ୍ଗୀର ନୂତନ ବସଷ୍ଟାଣ୍ଡକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ରାଜ୍ୟ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ  ଦୀପ୍ତେଶ ପଟ୍ଟନାୟକଙ୍କ ନେତୃତ୍ଵରେ  ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପରିବହନ ନିଗମର ଏକ ଉଚ୍ଚସ୍ତରୀୟ କମିଟୀ ସହିତ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସୌହାର୍ଦ୍ଧପୂର୍ଣ୍ଣ  ଆଲୋଚନା କରିଛନ୍ତି। ଆଜି ବଲାଙ୍ଗିର ଘରୋଇ ବସ ମାଲିକ ସଂଘ ର ସଭାପତି ହେମନ୍ତ ପଣ୍ଡା ଙ୍କ ନେତୃତ୍ୱ ରେ ସଂଘ ର ସମସ୍ତ ସଦସ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବଲାଙ୍ଗିର ରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.