ରାଜପୁର :-
ଆସନ୍ତା ମେ ମାସ ର ୩୧ତାରଖ ଦିନରେ ବାଏ ଇଲେକ୍ସନ ବ୍ରଜରାଜନଗର ମଣ୍ଡଳସ୍ତରୀୟ ଉପନିର୍ବାଚନିର ରାଜପୁର ଗ୍ରାମପଞ୍ଚାୟତ ଠାରେ ବିଜୁଜନତା ଦଳର ନିର୍ବାଚନୀ ସଭା ଆୟୋଜନ ହୋଇଥିଲା।ଏହି ସଭାକୁ ରାଜ୍ୟସରକାରଙ୍କ କୃଷି ମନ୍ତ୍ରୀ ଅରୁଣ ସାହୁ, ରାଜ୍ୟ ମହିଳା ସଭାପତି ଶ୍ରୀ ମତି ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ପରିଷଦ ସଭ୍ୟା ଝରଣା ସାଗର, ସରପଞ୍ଚ ପ୍ରାର୍ଥୀନୀ ସରଶତି ନାଏକ,ସମିତି ସଭ୍ୟା ସସ୍ମିତା ତନ୍ତି, ମିତ୍ରଭାନୁ ସାହୁ,ସଭାକୁ ଗଣେଶ ରାମ ବାଗ ପରିଚାଳନା କରିଥିଲେ। କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସୁଜାତା ପାଢଯୋଷି ଓ ତାଙ୍କ ର ସମର୍ଥକମାନେ ବିଜେଡିରେ ଯୋଗଦାନ କରିଲେ।
ସେ ରେ ରାଜପୁର ଗ୍ରାମପଞ୍ଚାୟତ ସମସ୍ତ ବିଜୁପରିବାର ସଦସ୍ୟମାନେ ଯୋଗଦାନ କରି ସଭାକୁ ସଫଲ କଲେ। ଅଲକା ମହାନ୍ତି ବିଜେଡ଼ିର ବିଧାୟିକା କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରଧ କରିଲେ। ଝାରସୁଗୁଡା ରୁ ରିପୋର୍ଟ ଶୁକଦେବ ରୋହିଦାସ ଙ୍କ ରିପୋର୍ଟ

