Type Here to Get Search Results !

ପେଟ୍ରୋଲ ଡିଜେଲ ଦର ହ୍ରାସ

 

ନୂଆଦିଲ୍ଲୀ :-

ଗ୍ରାହକଙ୍କୁ ମିଳିଲା ଅସ୍ଵସ୍ଥି। ପେଟ୍ରୋଲ ଓ ଡିଜେଲ ଦର କମିବା ପାଇଁ କେନ୍ଦ୍ର ସରକାର କମେଇଲେ ଏକସାଇଜ ଡ୍ୟୁଟି। ଆଜି ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିତାରମଣ। 

ତଥ୍ୟ ଅନୁସାରେ , କେନ୍ଦ୍ର ସରକାରଙ୍କ ଦ୍ଵାରା ପେଟ୍ରୋଲ ପିଛା ଏକସାଇଜ ଡ୍ୟୁଟି ୮ ଟଙ୍କା କମାଇ ଥିବା ବେଳେ ଡିଜେଲ ରେ ୬ ଟଙ୍କା କମାଇଛନ୍ତି। ଏ ଅନୁସାରେ ପେଟ୍ରୋଲ ଦର ରେ ୯ ଟଙ୍କା ୫୦ ପଇସା କମିଥିବା ବେଳେ ଡିଜେଲ ରେ ୭ ଟଙ୍କା ଦର ହ୍ରାସ ପାଇଛି। ତେବେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ରୁ ଉର୍ଦ୍ଧ୍ବ ରହିଥିବା ବେଳେ ରାଜ୍ୟ ମାନେ ନିଜ ଟିକସ ହ୍ରାସ କରି ୧୦୦ ଟଙ୍କା ତଳକୁ ତୈଳ ଦର ହ୍ରାସ କରି ପାରିବେ। ବ୍ୟୁରୋ ରିପୋର୍ଟ

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.