Type Here to Get Search Results !

ଜିଲ୍ଲା ସ୍ତରୀୟ ଓଡିଶା ଦିବସ ସମାରୋହ ୨୦୨୨ ପାଳିତ

 

ବଲାଙ୍ଗୀର :-

 ବଲାଙ୍ଗୀର ପୃଥିରାଜ ହାଇସ୍କୁଲ ପରିସରରେ ଜିଲ୍ଲା ସ୍ତରିୟ ଓଡିଶା ଦିଵସ ମହାସମାରୋହରେ ପାଲିତ ହୋଇଥିଲା ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ , ବଲାଙ୍ଗିର ପୌରାଧ୍ଯକ୍ଷା ଶ୍ରୀମତୀ ଲିକା ସାହୁ , ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା , ଜିଲ୍ଲାପରିଷଦ ଉପସଭାପତି ଶ୍ରୀମତୀ ମିଥିଲା ମାଝୀ ଜିଲ୍ଲା ଲୋକ ସୂଚନା ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଓ ଵହୁ ମାନ୍ୟଗନ୍ୟ ମଧ୍ୟ ଉପସ୍ଥିତ ଥିଲେ ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କର ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.