ବଲାଙ୍ଗୀର :-
ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅଧ୍ୟକ୍ଷ ଭାବେ ବ୍ରାହ୍ମଣୀ ଯୋର ସମିତି ସଭ୍ୟ ଦୟାନିଧି ଖମାରୀ ନିର୍ବାଚିତ ହୋଇଛନ୍ତି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ ଲଖ୍ମଣ ମେହେର ଓ ଦୟାନିଧି ଖମାରୀ ଦୁଇ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ପରିସେଶ ରେ କଳ୍ପନା ଜଳ୍ପନା ପରିସମାପ୍ତି ଘଟିଥିଲା ଲଖ୍ମଣ ମେହେରଙ୍କୁ 11ଟି ଭୋଟ ମିଳଥିଵା ଵେଳେ, ଦୟାନିଧି ଖମାରୀ(ମଣ୍ଟୁ) 14ଟି ଭୋଟ ରେ ଵିଜୟ ହୋଇଥିଲେ । ଶେସ ରେ ନିର୍ବାଚନ ଅଧିକାରୀ ତାଙ୍କୁ ଅଧ୍ୟକ୍ଷ ଘୋଷଣା କରିଥିଲେ । ଦୟାନିଧି ଖମାରୀ ଙ୍କୁ ଵ୍ରାହ୍ମଣିଯୋର ଓ ଦେଓଗାଁ ଅନ୍ଚଲ ରେ ଖୁସି ର ମହଳ ରେ ଵେଶ ଉସାହ ଦେଖି ଵାକୁ ମିଳିଛି । ଏହି ଵିସୟ ଟି ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
