Type Here to Get Search Results !

ଚଣ୍ଡୀ ମନ୍ଦିର ପ୍ରତିଷ୍ଠା

 

ବଲାଙ୍ଗୀର :-

ବଲାଙ୍ଗୀର ଜିଲ୍ଲାର ମଳମଣ୍ଡା ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଓ ମନ୍ଦିର କୁମ୍ଭ ମୁଜା ଓ ଆସନ୍ତାକାଲି ଅଷ୍ଟପ୍ରହରୀ ନାମ ଜଗ୍ୟ ଅନୁଷ୍ଠିତ. ବଲାଙ୍ଗୀର ଜିଲ୍ଲାର ମଳମଣ୍ଡା ଠାରେ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି।ଆଜି ଅଷ୍ଟପ୍ରହରୀ ଓ ମାଙ୍କ ନୁତନ ମନ୍ଦିର ରେ ପ୍ରବେଶ କରିଵେ ଏହି କାର୍ଯ୍ୟ କ୍ରମରେ ମଳମଣ୍ଡା ଗ୍ରାମର ସୁଧୀର କୁମାର ରାଉତ ଓ ତାଙ୍କର ଧର୍ମପତ୍ନୀ କର୍ତ୍ତା ଥିବା ବେଳେ, ଶିଵମନ୍ଦିର ପୂଜାରୀ ନେହେରୁ ଥନାପତି,ଶମ୍ଭୁ ମିଶ୍ର ଓ ମଳମଣ୍ଡା ର ସମସ୍ତ ଗ୍ରାମବାସୀ ଙ୍କର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିଵ ପ୍ରତୈକ ଦିନ ଆନନ୍ଦ ଉଲ୍ଲାସର ସହିତ ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହେଉଛି।ପ୍ରତୈକ ଦିନ ଅର୍ନପ୍ରସାଦ ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ମାନଙ୍କୁ ଦିଆଯାଉଛି।ଆସନ୍ତା କାଲି ସକାଳେ ପୂର୍ନିହୁତିହେଵାର କାର୍ଯ୍ୟକ୍ରମ ରହିଛି।ଏହି ମାଙ୍କ ଦିବ୍ୟ ମନ୍ଦିର ପ୍ରତିଷ୍ଠା ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଛି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.