Type Here to Get Search Results !

ବିଦ୍ୟୁତଲତା ମହାନ୍ତି "ଜର୍ଣ୍ଣାଲିଷ୍ଟ କାଉଁନସିଲ ଅଫ ଇଣ୍ଡିଆ" ଓଡିଶା ରାଜ୍ୟ ଶାଖା ସଂଯୋଜକ ଭାବେ ମନୋନୀତ


ଭୁବନେଶ୍ବର :-

"ଜର୍ଣ୍ଣାଲିଷ୍ଟ କାଉଁନସିଲ ଅଫ ଇଣ୍ଡିଆ " ସଂସ୍ଥା  ଅସୁବିଧା ର ସମ୍ମୁଖୀନ ହେଉଥିବା ସାମ୍ବାଦିକ ମାନଙ୍କର ସମ୍ମାନ, ସୁରକ୍ଷା ଓ ଅଧିକାର କୁ ନେଇ ଆଜିକୁ ଦୁଇ ବର୍ଷ ହେଲା ଏହି ସଂସ୍ଥା ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ୱାର ମାନ୍ୟତା ପାଇଅଛି।ଏହି ସଂସ୍ଥା ସାମ୍ବାଦିକ ବନ୍ଧୁ ମାନଙ୍କୁ ସବୁ କ୍ଷେତ୍ର ରେ ପ୍ରେରଣା ଦେଉଅଛି।ଅଖିଳ ଭାରତ ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆ  ର ସଭାପତି ଶ୍ରୀ ଅନୁରାଗ ସକ୍ସସେନା ଙ୍କ ନେତୃତ୍ୱ ରେ  ବିଦ୍ୟୁତ ଲତା ମହାନ୍ତି ଓଡିଶା ରାଜ୍ୟ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି।ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ,ଏହି ସଂଗଠନ ଓଡିଶା ରେ ସୁଦୃଢ ହେବ ଏବଂ ସାମ୍ବାଦିକ ମାନଙ୍କ ଉପକାର ନିମନ୍ତେ ସେ ସବୁବେଳେ ତାଙ୍କ ସହିତ ରହିବେ।ଏହା କେବଳ ତାଙ୍କ ଆଶା ନୁହେଁ ବିଶ୍ୱାସ ବୋଲି ସେ କହିଛନ୍ତି.। ଭୁବନେଶ୍ୱର ରୁ ସ୍ୱର୍ଣ୍ଣପ୍ରଭା  ନାୟକଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.