ରଙ୍ଗେଇଲୁଣ୍ଡା :-
ଗଞାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ଶିକ୍ଷା ଅଧିକାରୀ ଙ୍କ ନାରେ ସେଡଲୁକେଷ୍ଟ ମାମଲା ରୁଜୁ ହୋଇଥିଲେ ମଧ୍ୟ ହାତ ମାରିପାରୁନାହି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ।କାରଣ ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ ବିଧାୟକ ତଥା ଏବେକାର ଦାଗି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଛତ୍ରଛାୟା ତଳେ ଦିର୍ଘ ପାଞ୍ଚ ବର୍ଷ ଧରି ନିର୍ଦ୍ଧିଷ୍ଟ ଏକ ଜାଗାରେ ରହିଆସୁଛନ୍ତି।23/12/2021ଠାରୁ 294/506/3(1)(r) ମାମଲା ରୁଜୁ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ ।ତାଙ୍କ ବିରୁଦ୍ଧରେ ଅର୍ଥ ହଡପ କରିବାର ତଥ୍ୟ ଓ ନିଉଜ ପ୍ରସାରଣ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନିହି ।
ଏଠି ପ୍ରଶ୍ନ ଉଠୁଛି କି ସରକାର ଙ୍କ ନଜର ପଡ଼ିନାହିଁ କି ଦାଗି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଛତ୍ରଛାୟା ତଳେ ଥିବା ବ୍ଳକ ଶିକ୍ଷା ଅଧିକାରୀ ଙ୍କ ଉପରେ ନା ଜାଣିଶୁଣି ଚୁପ୍ ବସିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ। ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ
