ଭଦ୍ରକ :-
ଆଜି ଶିବ ଶକ୍ତି କ୍ଲବ ବ୍ରାହ୍ମଣଗାଁ ଠାରେ ଏକ ଭଲି ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା ଏହି ଟୁର୍ନାମେଣ୍ଟ କୁ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରତ୍ନାକର ମହାଳିକ ଫିତା କାଟି ଉଦଘାଟନ କରିଥିଲେ ଏହି ଖେଳ ରେ 8ଟି ଟିମ ଭାଗ ନେଇଥିଲେ କ୍ଲବ ର ସଭାପତି ସରୋଜ ପାଣିଗ୍ରାହୀ, ଉପଦେଷ୍ଟା ଅନାଦି ସେନାପତି, ମହେଶ୍ୱର ପଣ୍ଡା, ତିଳକ ଜ୍ଞାନେନ୍ଦ୍ର ବେହେରା ଏବଂ ଉପସଭାପତି ଦୁର୍ଗାମାଧବ ପାଢ଼ୀ, ଯୁଗ୍ମ ସମ୍ପାଦକ ଚକ୍ରଧର କର, ସମ୍ପାଦକ ସତ୍ୟ ନାରାୟଣ ସାହୁ, କୋଷାଧକ୍ଷ ତପନ ସେଠି ଏବଂ ସଦସ୍ୟ ମନେ ଜଗବନ୍ଧୁ ମହାରଣା, ପରେଶ ରାଉତ,ଦୀପକ, ତାପସ ବେହେରା, ଅଶୋକ ନାୟକ, ଜୟରାମ ସାହୁ, ଲମ୍ବୋଦର ବେହେରା, ଲକ୍ଷ୍ମୀଧର ପତି, କୈଳାଶ ସାହୁ ଇତ୍ୟାଦି ରହି ଖେଳ ରେ ସହଯୋଗ କରିଥିଲେ ଏହି ଟୁର୍ନାମେଣ୍ଟ ରେ ଶିବ ଶକ୍ତି କ୍ଲବ ବ୍ରାହ୍ମଣଗାଁ ଚମ୍ପିୟାନ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।
