Type Here to Get Search Results !

ବରପାଲି ଜଗନ୍ନାଥ ୟୁଥ୍ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

 

ବ୍ରଜରାଜନଗର :-

ବରପାଲି ଜଗନ୍ନାଥ ୟୁଥ୍ ସଂଘ ଆନୁକୁଲ୍ୟରେ ସଂଘ ସଭାପତି ହେମନ୍ତ ବଗାରଙ୍କ ଅଧ୍ୟକ୍ଷତାରେ ସ୍ବର୍ଗୀୟ କିଶୋର ମହାନ୍ତିଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ସର୍ବ ପ୍ରଥମେ ସ୍ବର୍ଗୀୟ କିଶୋର ମହାନ୍ତିଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଉପସ୍ଥିତ ଥିବା ହେମନ୍ତ ଧୁରୂଆ ଓ କିଶୋର ବଢ଼ାଇ ପ୍ରମୁଖ ସ୍ବଗତ ମହାନ୍ତିଙ୍କ ସ୍କୃତିଚାରଣ କରିଥିଲେ । ସଭାରେ ଜୟରାମ ବଗାର, ସୁନିଲ ସିଂ ଲାଲୁ, କୈଳାଶ ପ୍ରଧାନ, ସଞ୍ଜୀବ ସିଂ ଦେଓ, ସୁଶୀଲ ବଢ଼ାଇ, ଯୁବରାଜ ବିଶି, ଇଶ୍ଵରି ମାଝୀ, ଠାକୁର ପ୍ରଧାନ, ନିବାସ ବିଶି, କର୍ଣ୍ଣ ଚନ୍ଦ୍ର ରାଉତ, ପିଣ୍ଟୁ ନାଏକ, ଗୌରହରି ସାଏ, ଫକୀର ସେଟ, ଗଦାଧର ବଢାଇ, ବିପିନ ପଟେଲ, ଜିବର୍ଧନ ବଢ଼ାଇ, ନିରଞ୍ଜନ ବଢାଇ,ପପୁ ପ୍ରଧାନ,ଜେନାମଣି ବଢାଇ,ଅଭି ବଢାଇ,ବବଲୁ ପ୍ରଧାନ,ଲକ୍ଷ୍ମଣ ସେଟ,ଭରତ ନାଏକ,ଅଜିତ ବଢାଇ,ତେଜରାମ୍ ଭୋଇ,ଉଦ୍ଧବ ସେଟ, ରୋଷନ ପ୍ରଧାନ,ଧନଞ୍ଜୟ ବଢ଼ାଇ ପ୍ରମୁଖଙ୍କ ସମେତ ବରପାଲି ଗ୍ରାମର ଅବାଳ ବୃଦ୍ଧ ବନିତା ଉପସ୍ଥିତ ଥିଲେ ।


                   

Post a Comment

0 Comments
* Please Don't Spam Here. All the Comments are Reviewed by Admin.