Type Here to Get Search Results !

ବ୍ଲକ ଅଧ୍ୟକ୍ଷ ଦେଖାଇଲେ ମାନବିକତା

 

ଧାମନଗର :-

             ମାନବିକତା ଦେଖାଇଲେ ବ୍ଲକ ଅଧକ୍ଷ ଅଶୋକ ନାୟକ ପ୍ରାଥମିକତା ହେବା ଦରକାର। ଆଜି ରାତିରେ ଏକ ଘଟଣା କ୍ରମେ ଧାମନଗର-ଫଳପୁର ରାସ୍ତାରେ ବାଇକରେ ଆସୁଥିବା ଅପରିଚିତ ସ୍ୱାମୀ ସ୍ତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଧାମନଗର ବ୍ଲକ ଅଧ୍ୟକ୍ଷ ଏହି ରାସ୍ତା ଦେଇ ଫେରିବା ବେଳେ ଏପରି ଘଟଣା ଦେଖି ନିଜର କାର୍ଯ୍ୟସୂଚୀ ବିଳମ୍ବ କରି ଗୁରୁତର ହୋଇଥିବା ମହିଳାଙ୍କୁ ମେଡ଼ିକାଲ ପଠାଇ ଚିକିତ୍ସା ବ୍ୟବସ୍ଥା କଲେ ଆମର ପ୍ରିୟ ନେତା ଅଶୋକ କୁମାର ନାୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆହତ ମହିଳାଙ୍କ ଆଶୁ ଆରୋଗ୍ୟ କାମନା କଲେ ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାରା ଜିଲ୍ଲା ରୁ ତାଙ୍କୁ ପ୍ରଶସା ମିଳିଛି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.