Type Here to Get Search Results !

ପୋଖରୀରେ ପଡ଼ି ଦେଢ଼ ବର୍ଷର ଶିଶୁକନ୍ୟା ମୃତ

 

ଚାନ୍ଦବାଲି :- 

ଅବେଳରେ ଚାଲିଗଲା କୋମଳମତି ଶିଶୁର ଜୀବନ। କୁନି ଝିଅର ମୃତ୍ୟୁକୁ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ ରାଜେରାଜେଶ୍ୱରପଲ୍ଲୀ ଗ୍ରାମରେ। ସୂଚନା ଯୋଗ୍ୟ ରାଜେରାଜେଶ୍ୱରପଲ୍ଲୀ ଗ୍ରାମର ରାଜକିଶୋର ଦାସଙ୍କ ଦେଢ଼ବର୍ଷର କୁନିଝିଅ ଘର ଅଗଣାରେ ଖେଳୁଥିବା ବେଳେ ଆଜି ଦିନ ୧୦ ଘଟିକା ସମୟରେ ହଠାତ ପୋଖରୀରେ ପଡିଯାଇଥିଲା । ଘର ଲୋକ ଅନେକ ଖୋଜା ଖୋଜି କରିବା ପରେ ପୋଖରୀ ଭିତରୁ ଶିଶୁଟିକୁ ଉଧାର କରିବା ପରେ ଚାନ୍ଦବାଲି ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ତିହିଡ଼ି ବ୍ଲକ ରୁ ମଦିନା ବିବିଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.