ଅନୁଗୁଳ :-
ଜୁନ ୧୪ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଆଜି ଭରତପୁର ସୁରଭି ମହିଳା ମଣ୍ଡଳ ପକ୍ଷରୁ ଭରତପୁର ବ୍ରାହ୍ମଣୀ ଅଫିସର କ୍ଲବ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ରକ୍ତ ର ବିକଳ୍ପ ନାହିଁ ,ରକ୍ତଦାନ ହେଉଛି ଜୀବନ ଦାନ । ରକ୍ତଦାତା ମାନଙ୍କୁ ବହୁତ ବହୁତ ଧନ୍ୟବାଦ ରକ୍ତଦାନ କରି ଅନ୍ୟ ର ମୁହଁ ରେ ହସ ଫୁଟେଇ ପାରିଥିବାରୁ । ଅନୁଗୋଳ ଜିଲ୍ଲା ତାଳଚେର ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ