ତାଳଚେର :-
ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଓ ତାଳଚେର ପଞ୍ଚାୟତ ସମିତି କକ୍ଷ ଠାରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୟରେ ଜାତୀୟ ସ୍ତରର କ୍ରୀଡ଼ବିତ ମାନଙ୍କୁ ନେଇ ଓଡିଶା ସରକାରଙ୍କ ୫ଟି ସଚିବ ଶ୍ରୀଯୁକ୍ତ ଭି. କେ ପାଣ୍ଡିୟାନଙ୍କୁ ଭିଡିଓ କନଫରେସିଂ ମାଧ୍ୟମରେ ତାଳଚେରରେ ଥିବା କ୍ରୀଡାବିତଙ୍କ ଅଭ୍ୟାସ ନିମନ୍ତେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ପାଇଁ ପ୍ରସ୍ତାବ ଦିଆଗଲା ।ବହୁ ଶୀଘ୍ର ତାଳଚେର ପୋୖରାଞ୍ଚଳରେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବ ବୋଲି ପ୍ରତିଶ୍ରୁତି ଦେଲେ 5 ସଚିିବ।
ଅନୁଗୋଳ ଜିଲ୍ଲା ତାଳଚେର ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ