Type Here to Get Search Results !

ବିଜେପି ପକ୍ଷରୁ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ

 

ବାସୁଦେବପୁର :-

 ବାସୁଦେବପୁର- ବିଜେପି ତରଫରୁ ଦିବଂଗତ ବାସୁଦେବପୁର ର ପୂର୍ବତନ ବିଧାୟକ ତଥା ଓଡିଶା ବିଧାନସଭା ରେ ବହୁ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ରେ ମନ୍ତ୍ରୀ ଭାବେ କାମ କରିଥିବା ବିଜୟଶ୍ରୀ ରାଉତରାୟ, ବାସୁଦେବପୁର ବ୍ଲକ ର ପୂର୍ବତନ ଅଧକ୍ଷ ରାଜେନ୍ଦ୍ର କୁମାର ନାୟକ ଓ ବାସୁଦେବପୁର ଅଟଳବିହାରୀ କଲେଜ ରେ ପୂର୍ବତନ କିରାଣୀ ତଥା ସୁ ସଂଗଠକ କୃଷ୍ଣଚନ୍ଦ୍ର ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ମନ୍ଦାରୀ ରେ ବିଜେପି କାର୍ଯ୍ୟାଳୟ ରେ ଦିଆଯାଇଛି l ବିଧାନସଭା ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ, ମହେଶ୍ୱର ଧଳ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।

Post a Comment

0 Comments
* Please Don't Spam Here. All the Comments are Reviewed by Admin.