ଆଠମଲ୍ଲିକ :
ବଇଣ୍ଡା ଅଞ୍ଚଳର ଲୋକପ୍ରିୟ ସାମ୍ବାଦିକ, ସ୍ୱେଚ୍ଛାସେବୀ ତଥା ଆଇନଜୀବୀ ପ୍ରଦୀପ ଘିୱାଲାଙ୍କ ଦେହାନ୍ତ ହୋଇଯାଇଅଛି । ସେ ଦୀର୍ଘ ଦିନ ଧରି ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନ ସମୟରେ ତାଙ୍କର ଦେହାନ୍ତ ହୋଇଯାଇଅଛି । ଜଗତର ନାଥ ଜଗନ୍ନାଥ ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ । ଏଭଳି ଆକସ୍ମିକ ଭାବରେ ତାଙ୍କର ଦେହାନ୍ତ ଖରାପ ଶୁଣି ଜିଲ୍ଲା ସାମ୍ବାଦିକ ସମୂହ ଓ ବଇଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ