ରାଇରଙ୍ଗପୁର :-
ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟ ଠାରେ ଏନ ଏସ ଏସ ଓ ରାଇରଙ୍ଗପୁର ବନଖଣ୍ଡଙ୍କ ମିଳିତ ସହଯୋଗରେ ମା ପାଇଁ ଗଛଟିଏ କାର୍ଯକ୍ରମ ହୋଇଛି ଯୋଗଦେଲେ ମାନ୍ୟବର ବିଧାୟକ ଜଲେନ ନାଏକ |ଏହି କାର୍ଯକ୍ରମରେ କଲେଜ ପ୍ରାଙ୍ଗଣରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି |ଏବଂ ଛାତ୍ରଛାତ୍ରୀଙ୍କ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ କାର୍ଯକ୍ରମ ହୋଇଥିଲା |ଏହି କାର୍ଯକ୍ରମରେ ବିଧାୟକଙ୍କ ସମେତ କଲେଜ ଅଧକ୍ଷ,ଅଧ୍ୟାପକ, ଅଧ୍ୟାପିକା ଏବେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |