Type Here to Get Search Results !

ସାଇ ରାମ ମହାବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ

 


ପିପିଲି :-

ଭୁବନେଶ୍ବର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ସାଇରାମ ମହାବିଦ୍ୟାଳୟ ଧଉଳି ତାର ପ୍ରଥମ ବାର୍ଷିକ ଉତ୍ସବ  ତଥା ସ୍ଵାଗତଂ ଉତ୍ସବ  ଧୁମଧାମରେ ମଙ୍ଗଳବାର ଦିନ ପାଳନ କଇଅଛି l ଶିକ୍ଷା ସୁରକ୍ଷା ସହ ଜୀବନରେ ସଫଳତା ପାଇଁ ସାଇରାମ ପରିବାର ଉତ୍ସର୍ଗୀକୃତ  ବୋଲି ମହାବିଦ୍ୟାଳୟର ଅଧକ୍ଷ ସୁନୀଲ ରଥ କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସାହିତ୍ଯ ଘର ପିପିଲି ସମ୍ପାଦକ ,କବି ତଥା ସମାଜସେବି ନରେନ୍ଦ୍ର ମୁଦୁଲି, ସମାଜସେବି ମଧୁସୂଦନ ରାୟ ସ୍ୱାସ୍ଥ୍ୟ ଅଧିକାରୀ ତଥା ନତାଲା ଅମଲା ସଂଘର ସଭାପତି ଗଜେନ୍ଦ୍ର ପ୍ରଧାନ ଧଉଳି ଗ୍ରାମ ପଞ୍ଚାୟତର ସରପଞ୍ଚ ଚନ୍ଦନ ମଲ୍ଲିକ ,ଭୁବନେଶ୍ବର ଶାଖାର ଭାରତୀୟ ଜନତା ପାର୍ଟିର ଉପସଭାପତି କୃଷ୍ଣ ଚନ୍ଦ୍ର ନାୟକ ,ଧଉଳି ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ ସ୍ଵାଇଁ ,ପିଲାମାନଙ୍କର ଶିକ୍ଷା ଓ ନୈତିକତା ବୁଦ୍ଧି ପାଇଁ ଅନେକ ସୁବିଚାର ଉପଦେଶ ଦେଇଥିଲେ ଏବଂ ଧଉଳି ଅଞ୍ଚଳର ଯୁବ ସମାଜସେବି ଯୁବ ରାଜନୈତିକ ବିନ୍ଧୁସାଗର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ,ଅଧ୍ୟାପକ ସୂର୍ଯ୍ୟକାନ୍ତ ପାତ୍ର ସନ୍ଧ୍ୟାରେ ଛତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କର୍ଜ୍ୟକ୍ରମ କରଯାଇଥିଲା l

Post a Comment

0 Comments
* Please Don't Spam Here. All the Comments are Reviewed by Admin.