ହାଟତୋଟା ସ୍ଥିତ ଗୋପବନ୍ଧୁ ପୌର ଚିକିତ୍ସାଳୟରୁ Lab Technician ଏବଂ Accountant cum data entry operator ପଦ ୨ଟି କୁ ଉଛେଦ ନକରି ପୁନଃ ସ୍ଥାପନ କରିବା ପାଇଁ ତାଳଚେର ଉପଜିଲ୍ଲାପାଳ ଙ୍କ ମାଧ୍ୟାମରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବୀପତ୍ର ଦେଲା ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି।,, ଅନୁଗୋଳ ଜିଲ୍ଲା ତାଳଚେର ପ୍ରଦିପ କୁମାର ମହାରଣା