ପାରାଦୀପରେ ଆଉ ଏକ ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଏଥିପାଇଁ କୁଜଙ୍ଗ ସବଜଜଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି । ହାଇକୋର୍ଟଙ୍କ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ । ଏମଭି ୱାଡି ଆଲବୋସ୍ତାନ ନାମକ ଇଜିପ୍ଟ ଫ୍ଲାଗସିପର ଏହି ଜାହାଜ ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା ।

.jpeg)
