Type Here to Get Search Results !

ଆଜିର ସୁନା ଦର କରିଦେବ ଖୁସି! ଭୁବନେଶ୍ୱରରେ ୨୪ କ୍ୟାରେଟକୁ ମାତ୍ର ଏତିକି ଟଙ୍କା

 


Today Gold Price:ସେୟାର ବଜାରରେ ହ୍ରାସ ସହିତ ସୁନା ଓ ରୂପା ମୂଲ୍ୟରେ ମଧ୍ୟ ମନ୍ଥରତା ଦେଖାଯାଉଛି। ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁଯାୟୀ ମଙ୍ଗଳବାର ଦିନ ସୁନା ଦର ୬୯୧୧୭ ଟଙ୍କାକୁ ଖସି ଆସିଛି। ରୂପା ହାର ୭୮୯୫୦ ଟଙ୍କା / କିଲୋଗ୍ରାମରେ ପହଞ୍ଚିଛି ।

Today Gold Price:ଆଜି ଭାରତରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୬୪,୮୪୦ ଟଙ୍କା ।

ଗତ ଦିନ ଏହାର ମୂଲ୍ୟ ଥିଲା ୬୪,୮୫୦ । ଏହାର ଅର୍ଥ ଆଜି ହାରରେ ସାମାନ୍ୟ ହ୍ରାସ ଘଟିଛି। ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୦,୭୨୦ ଟଙ୍କା । ଗତ ଦିନ ମଧ୍ୟ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୦,୭୩୦ ଟଙ୍କା ଥିଲା। ଆଜି ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି। ତେବେ ଆଗାମୀ ଦିନରେ ସୁନା ଦର ବୃଦ୍ଧି ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.