ବଲାଙ୍ଗୀର:-
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟେଙ୍ଗରା ଗାଁରେ ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ଗୁଳି ମାରିଲା ସ୍ବାମୀ । ସୂଚନା ଅନୁସାରେ, ଟେଙ୍ଗରା ଗାଁର ଅଭିଯୁକ୍ତ ମଦ ପିଇବା ପାଇଁ ସ୍ତ୍ରୀକୁ ଟଙ୍କା ମାଗିଥିଲା । ହେଲେ ମହିଳା ଜଣଙ୍କ ଟଙ୍କା ଦେବାକୁ ରୋକଠୋକ ମନା କରିଦେଇଥିଲେ । ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ମହିଳାଙ୍କୁ ଉପରକୁ ଗୁଳିମାଡ଼ କରିଛି ।

.jpeg)