Type Here to Get Search Results !

ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ: ଲୋଗୋ-ଷ୍ଟିକର-ଯନ୍ତ୍ରାଂଶ ଜବତ, ୨ ଗିରଫ


 

ଦ୍ରକ: -

ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରୁ ଗୁରୁବାର ଏକ ନକଲି ଜର୍ଦ୍ଦା କାରଖାନା ପୁଲିସ୍ ଠାବ କରିଛି। ନକଲି ଜର୍ଦ୍ଦା କାରଖାନାରୁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା ପୋଲିସ ଜବତ କରିଛି।

ଚଢ଼ାଉ ସମୟରେ ନାମିଦାମି ଲୋଗୋ, ଷ୍ଟିକର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ଏହା ସହିତ ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି।

ଦୁଇଜଣଙ୍କୁ ଗିରଫ କରାଯାଇଛି। ତେବେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ୍ କହିଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.