ପାଇକମାଳ:-
ବରଗଡ଼ ଜିଲା ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ନିଜ ଘରେ ବାପା, ପୁଅ ଝଗଡ଼ା ହୋଇଥିଲେ। ଝଗଡ଼ା ବଢ଼ି ଯିବାରୁ ପୁଅ ବିଦ୍ୟାଧର ଅଜଗର ରାଗରେ ବାପା ଧନୁର୍ଜୟ ଅଜଗର(୫୪)ଙ୍କୁ ଏକ ଟାଙ୍ଗିଆରେ ତିନି ଥର ଚୋଟ ମାରି ଲହୁଲୁହାଣ କରି ଦେଇ ଘରେ ପକାଇ ଦେଇଥିଲେ।

.jpeg)
