Type Here to Get Search Results !

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ; ମାର ତଣ୍ଟି ଚିପି ହତ୍ୟା କଲା

 


ବାଲେଶ୍ୱର :-

ବାଲେଶ୍ୱର ଜିଲ୍ଲା ସୋର ସିମୁଳିଆ ଥାନା ତାଳପଦା ଗାଁରେ ଚାଞ୍ଚଲ୍ୟ । ମାର ତଣ୍ଟି ଚିପି ହତ୍ୟା କଲା ପୁଅ । ସିମୁଳିଆ ଥାନାରେ ବୋହୂ ଅଭିଯୋଗ କରିବା ପରେ ପୁଲିସ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଘରେ ଖାଇବା ପିଇବାକୁ ନେଇ ଅଧିକାଂଶ ସମୟ କଳହ ଲାଗି ରହୁଥିଲା । ଖାଇବାକୁ ମାଛ ଦେଲାନି ବୋଲି ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଜଣକ ମାର ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି ।

ତେବେ ବୋହୂର ଅଭିଯୋଗ ପରେ ପୁଅକୁ ପୁଲିସ ଥାନାରେ ଅଟକ ରଖିଛି ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.