କୋଣାର୍କ:-
କୋଣାର୍କ କଲେଜ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ। ଉଭୟ ବସ୍ ଓ ବାଇକକୁ ଜବତ କଲା କୋଣାର୍କ ପୋଲିସ।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ସମୟରେ ରଞ୍ଜିତ ପୋଟେଇ (୩୪ ବର୍ଷ)ଙ୍କୁ ପଛପଟୁ ଏକ ବସ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରଞ୍ଜିତ ଗୁରୁତର ହୋଇ ପଡ଼ିଥିଲେ।


