Type Here to Get Search Results !

ବିଜେପି ଯୁବମୋର୍ଚା ଆନୁକୂଲ୍ୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ



 ଚାନ୍ଦବାଲି :-

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚା ଚାନ୍ଦବାଲି ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ସ୍ଥାନୀୟ ଚାନ୍ଦବାଲି କାଳୀମନ୍ଦିର କମ୍ୟୁନିଟି ହଲ ଠାରେ ଆୟୋଜିତ ଏହି ଶିବିରକୁ ବଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଫିତାକାଟି ଉଦ୍ଘାଟନ କରିଥିଲେ l ପ୍ରାୟ 50 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଉପେନ୍ଦ୍ର ରାଉଳ, କମଳା ସୁତାର,ପୂର୍ଣ୍ଣଚନ୍ଦ୍ର ପାଣି, ଅଶୋକ ରାଉଳ, କାଉନସିଲର ଚନ୍ଦନ ରାଉତ ଙ୍କ ସହ ବିଜେପି ଯୁବମୋର୍ଚା ର କର୍ମୀ ମାନେ ଉପସ୍ଥିତ ରହି ଶିବିର ଟିକୁ ପରିଚାଳନା କରିଥିଲେ lଚାନ୍ଦବାଲି ରୁ ସାଗର ରାଉଳ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.