ତେଲକୋଇ :-
ତେଲକୋଇ ବ୍ଲକ ଅକୁଲ ପଞ୍ଚାୟତରେ ମହିଳା ଗୋଷ୍ଠୀ ମନେପକାଇ ନିଜର ହକ୍ ଆଇପବାପାଇଁ ଆନ୍ଦୋଳନ।ପ୍ରକାଶ ଥ।ଉକି ଆଜକୁ ୫ବର୍ଷ ହେବ ୫ନ ୱା ରଡ୍ ରେ ପିଦାବ୍ଲୁ ପାଣି ପାଇପ ପକା ଯାଇଥିଲେ ମଧ୍ୟ ଗ୍ରାମ ବ।ସି ଖାଇବାପନି ପାଇ ବାରୁ ବଞ୍ଚିତ।ବର୍ତ୍ତମାନ ନିର୍ବାଚିତ ସରପଞ୍ଚ ଓ୫ବର୍ଷ ପୂର୍ବେ ସରପଞ୍ଚ ଥିବା ସମୟରେ ଗ୍ରାମ ବାସୀ ଗାଧୋଇବା ପାଇଁ ଅସୁବିଧା ହେତୁ ପୋଖରୀ ଖନ ନ ପାଇଁ ଦରଖାସ୍ତ କରିଥିଲେ।ପୋଖରୀ ଖନ ନ ହୋଇଛି ,କିନ୍ତୁ କାଗଜ କଲମ ରେ।ପୋଖରୀ ର ସମ୍ପୂର୍ଣ ବିଲ କରି ୫୦୦୦୦୦(ପାଞ୍ଚ ଲକ୍ଷ ଟଙ୍କା ଚଲୁ କରିଚନ୍ନଛନ୍ତି, ବର୍ତ୍ତମାନ ଓ ପୂର୍ବରୁ ଥିବା ସରପଞ୍ଚ ମହାଶୟ ଶ୍ରୀ ଯୁକ୍ତ କୁଳମଣି ଫୁଡକର୍। ମହିଲା ଗୋଷ୍ଠୀ ମା ମାନେ ଏହାର ସତ୍ୟ ସତ୍ୟ ଜାଣିବାପାଇଁ ଗୋଷ୍ଠୀ ଉନ୍ନୟ ନ ଅଧିକାରୀ ଙ୍କୁ ଦରଖାସ୍ତ କରିଥିଲେ।ସର୍ପଞ୍ଚଙ୍କୁ ଏ ବା ବ ଦରେ ପଚାରି ବରୁ ସେ ଏକ ସପ୍ତାହ ସମୟ ନେଇଥିଲେ।ପୋଖରୀ ଖ ନ ନ ଓ ପାନୀୟ ଜଳର ଅଣ ଦେଖା ହେବାରୁ ମହିଳା ଗୋଷ୍ଠୀ ମା ମା ନେ ଉତ୍ୟକ୍ତ ହୋଇ ବ।ଧ୍ୟ ହୋଇ ପଞ୍ଚାୟତରେ ତାଲା ପକାଇ ଥିଲେ। ଏ ପରି କଳଙ୍କିତ ସରପଞ୍ଚଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବିକରି ଥିଲେ। ଆ ଗା ମି ଦିନରେ ଯେପରି ଏମିତି ଅ ନ ଦେଖା ନ ହୁଏ।ତେଲକୋଇ ରୁ ତ୍ରିଲୋଚନ ପାତ୍ର ଙ୍କ ରିପୋର୍ଟ

